ଭାଷା ନାଇଁହଉ ଫେଲ୍
ଓଡ଼ିଆ ସାହିତ୍ୟ
ବଡ଼୍ମା ଡାକ୍ଲେ, " ଆସ ରେ ଟୁକ୍ଲେ
ବସ୍ମା, ଅଏର୍ସା ଗଢ଼୍ମା
ଘି ଫୁଟ୍ଲାନ କର୍ହେଇ ଭିତ୍ରେଁ
ଗୁଟେ ଗୁଟେ କରି ଛାନ୍ମା "
*ଇଥିର୍ ଅର୍ଥ :*
ବଡ଼୍ ମା ଡାକ୍ଲେ, " ଆସ ରେ ଟୁକ୍ଲେ
ବସ୍ମା, ଅଏର୍ସା ଗଢ଼୍ମା
ଘି ଫୁଟ୍ଲାନ କର୍ହେଇ ଭିତ୍ରେ
ଗୁଟେ ଗୁଟେ କରି ଛାନ୍ମା "
------------------------------------
କେନ୍ତା ଲେଖ୍ଲେଁ ପର୍ଛା ଦିଶ୍ବା
କେନ୍ତା ଲେଖ୍ଲେଁ ପର୍ଛା ଦିଶ୍ବା
ଶିଖ୍ବାର୍ ଇଟା ବେଲ୍
କେଭେଁ ନାଇଁଥାଇ, ଏଭେଁ ଭିଲ୍ ନୁହେ
ଲେଖାପଢ଼ା ପିଲାଖେଲ୍
କାଏଁ ବୁଦ୍ଧି କଲେଁ ଆମର୍ ଭାଷା
ନାଇଁହୁଏ କେଭେଁ ଫେଲ୍?